ଭୁବନେଶ୍ଵର ୧୧।୨: ଭୁବନେଶ୍ଵର ଓୟୁଏଟି କ୍ୟାମ୍ପସରେ ମହିଳା ପ୍ରଫେସରଙ୍କ ଆତ୍ମହତ୍ୟା । କ୍ୟାମ୍ପସ୍ ପରିସରରୁ ମିଳିଲା ମୃତଦେହ । ଭୁବନେଶ୍ଵର ଓୟୁଏଟି କ୍ୟାମ୍ପସ୍ ପରିସରରୁ ମିଳିଲା ମହିଳା ପ୍ରଫେସରଙ୍କ ମୃତଦେହ । ମୃତ ମହିଳା ହେଲେ ବାସନ୍ତୀ ଜେନା । ବାସନ୍ତୀ ଜେନା ଓୟୁଏଟିର ସହକାରୀ ପ୍ରଫେସର ଭାବେ କାମ କରୁଥିଲେ । ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ପ୍ରଫେସରଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
-Advertisement-
-Advertisement-