ସମସ୍ୟା: ସନ ଟ୍ୟାନ (SUN TAN)
-Advertisement-
ଉପଚାର: ଦୁଇ (୨) ଚାମୁଚ କାକୁଡି ରସ, ଅଧ ଚାମୁଚ ଲେମ୍ବୁ ରସ, ଅଧ ଚାମୁଚ ଗାଜର ରସ ଓ କିଛି ଠୋପା ମହୁ କୁ ମିସାଇ ମୁହଁ ରେ ଲଗାଇ ଅଧ ଘଣ୍ଟା ପର୍ଯ୍ୟନ୍ତ ରୁହନ୍ତୁ ଓ ତାପରେ ମୁହଁ କୁ ଧୋଇଦିଅନ୍ତୁ। ଏହିପରି ଭାବେ ପନ୍ଦର ଦିନ ନିୟମିତ କଲେ ଆପଣ ଦେଖିବେ ଧିରେ ଧିରେ ଆପଣଙ୍କ ମୁହଁ ରୁ ସନ ଟ୍ୟାନ ହଟି ଯିବ ଓ ଆପଣଙ୍କର ମୁହଁ ପୂର୍ବ ଭଳି ସଫା ଦିସିବ । ଏହି ଘରୋଇ ଉପଚାର ବହୁତ ପ୍ରଭାବୀ ।
ଆପଣଙ୍କୁ ଏହି ଲେଖା ଭଲ ଲାଗିଥିଲେ ଓ ଏହି ଭଳି ଅନ୍ୟ ଉପାଦେୟ ଲେଖା ପଢିବା ପାଇଁ ଆମ ୱେବସାଇଟ କୁ ପୁନଃ ଦେଖନ୍ତୁ ।
-Advertisement-