ବିଷ୍ଣୁ ପ୍ରଧାନ – କଳିଙ୍ଗ.ଭାରତ https://xn--ohcef7hqc8d.xn--3hcrj9c ଓଡିଶାର ଟିକିନିଖି ଖବର Mon, 11 Apr 2022 23:18:19 +0000 en-US hourly 1 https://wordpress.org/?v=6.6.2 https://i0.wp.com/xn--ohcef7hqc8d.xn--3hcrj9c/wp-content/uploads/2022/03/cropped-KB_Favicon.jpg?fit=32%2C32&ssl=1 ବିଷ୍ଣୁ ପ୍ରଧାନ – କଳିଙ୍ଗ.ଭାରତ https://xn--ohcef7hqc8d.xn--3hcrj9c 32 32 205229502 ଜୀବ ସେବା ହିଁ ଜଗା ସେବା: କିର୍ତ୍ତୀମାନ https://xn--ohcef7hqc8d.xn--3hcrj9c/%e0%ac%9c%e0%ad%80%e0%ac%ac-%e0%ac%b8%e0%ad%87%e0%ac%ac%e0%ac%be-%e0%ac%b9%e0%ac%bf%e0%ac%81-%e0%ac%9c%e0%ac%97%e0%ac%be-%e0%ac%b8%e0%ad%87%e0%ac%ac%e0%ac%be-%e0%ac%95%e0%ac%bf%e0%ac%b0%e0%ad%8d/ https://xn--ohcef7hqc8d.xn--3hcrj9c/%e0%ac%9c%e0%ad%80%e0%ac%ac-%e0%ac%b8%e0%ad%87%e0%ac%ac%e0%ac%be-%e0%ac%b9%e0%ac%bf%e0%ac%81-%e0%ac%9c%e0%ac%97%e0%ac%be-%e0%ac%b8%e0%ad%87%e0%ac%ac%e0%ac%be-%e0%ac%95%e0%ac%bf%e0%ac%b0%e0%ad%8d/#respond Mon, 11 Apr 2022 23:17:57 +0000 https://xn--ohcef7hqc8d.xn--3hcrj9c/?p=3952 ଭୁବନେଶ୍ଵର, 12 ଅପ୍ରେଲ: ଭୁବନେଶ୍ବର ଉତ୍ତର ୱାର୍ଡ ନମ୍ବର ୬ ର କର୍ପୋରେଟର ଶ୍ରୀମତୀ ପ୍ରୀତିନନ୍ଦା ରାଉତରାୟଙ୍କ ପ୍ରେରଣାରେ ଉଦୀୟମାନ ଜଣାଶୁଣା ଯୁବ ସମାଜସେବୀ ଶ୍ରୀ କିର୍ତ୍ତୀମାନ ରାଉତରାୟ (ପିଲୁ)ଙ୍କ ନେତୃତ୍ଵରେ ଶିଶୁ ବିହାର ଯୁବକ ସଂଘ ଆନୁକୁଲ୍ୟରେ ଏକ ହୃଦୟସ୍ପର୍ଶୀ ସେବାର ଶୁଭାରମ୍ଭ ହୋଇଅଛି। ଶ୍ରୀ କିର୍ତ୍ତୀମାନ ରାଉତରାୟ (ପିଲୁ) ନିଜର ଏହି ମାସର ସମ୍ପୂର୍ଣ୍ଣ ବେତନ ବୁଲା ପଶୁପକ୍ଷୀ ମାନଙ୍କ ନିମନ୍ତେ ଅଞ୍ଚଳର ବିଭିନ୍ନ ସ୍ଥାନରେ ପବିତ୍ର ରାମ ନବମୀ ଅବସରରେ ଜଳ କୁଣ୍ଡ ସ୍ଥାପନ କରାଇଛନ୍ତି। ଏହି କାର୍ଯ୍ୟକ୍ରମରେ ଶିଶୁ ବିହାର ଯୁବକ ସଂଘର ସମସ୍ତ କର୍ମକର୍ତ୍ତା ଯୋଗ ଦେଇ ଅକୁଣ୍ଠ ସହଯୋଗ କରିଥିଲେ।

FB IMG 1649718641037

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବୁଦ୍ଧିଜିବୀ, ମହିଳା ସଂଗଠନ ଓ ବହୁ ବରିଷ୍ଠ ନାଗରିକ ଯୋଗଦେଇଥିଲେ ଏବଂ ଏହି ପରି କାର୍ଯ୍ୟ କୁ ଆଗେଇ ନେବାକୁ ପ୍ରୋତ୍ସାହିତ କରିଥିଲେI

FB IMG 1649718693226

ପ୍ରକାଶଥାଉକି ଶ୍ରୀ କିର୍ତ୍ତୀମାନ ରାଉତରାୟ (ପିଲୁ) ଅଧୁନା କିଟ୍ ବିଶ୍ୱବିଦ୍ୟାଳୟର ଯନ୍ତ୍ରୀ ରୂପରେ କାର୍ଯ୍ୟରତ ଓ ତାଙ୍କୁ କିଟ୍ କିସ୍ ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଙ୍କ ଠାରୁ ପ୍ରତ୍ୟେହ ପ୍ରେରଣା ମିଳେ ତେଣୁ ଗୁଣ୍ଡୁଚି ମୂଷା ପରି କିଛି ପ୍ରାଣୀମାନଙ୍କ ସେବା କରିପାରିଲେ ଜୀବନ ସାର୍ଥକ ହେବ ବୋଲି ଶ୍ରୀ ରାଉତରାୟ ବିଶ୍ବାସ ରଖନ୍ତି।

]]>
https://xn--ohcef7hqc8d.xn--3hcrj9c/%e0%ac%9c%e0%ad%80%e0%ac%ac-%e0%ac%b8%e0%ad%87%e0%ac%ac%e0%ac%be-%e0%ac%b9%e0%ac%bf%e0%ac%81-%e0%ac%9c%e0%ac%97%e0%ac%be-%e0%ac%b8%e0%ad%87%e0%ac%ac%e0%ac%be-%e0%ac%95%e0%ac%bf%e0%ac%b0%e0%ad%8d/feed/ 0 3952
ଦୁର୍ଘଟଣା ନିରୋଧୀ ବ୍ୟବସ୍ଥା ପରୀକ୍ଷା କଲେ ରେଳ ମନ୍ତ୍ରୀ https://xn--ohcef7hqc8d.xn--3hcrj9c/%e0%ac%a6%e0%ad%81%e0%ac%b0%e0%ad%8d%e0%ac%98%e0%ac%9f%e0%ac%a3%e0%ac%be-%e0%ac%a8%e0%ac%bf%e0%ac%b0%e0%ad%8b%e0%ac%a7%e0%ad%80-%e0%ac%ac%e0%ad%8d%e0%ad%9f%e0%ac%ac%e0%ac%b8%e0%ad%8d%e0%ac%a5%e0%ac%be/ Fri, 04 Mar 2022 17:00:45 +0000 https://xn--ohcef7hqc8d.xn--3hcrj9c/?p=2525 ନୂଆଦିଲ୍ଲୀ, ୪/୩: ଆଜି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ହାଇଦ୍ରାବାଦ ନିକଟରେ ରେଳ ଦୁର୍ଘଟଣା ନିରୋଧୀ କବଚ- ସ୍ଵୟଂକ୍ରିୟ ରେଳ ସୁରକ୍ଷା ପ୍ରଯୁକ୍ତି ର ସଫଳ ପରୀକ୍ଷଣ କରିଥିଲେ ଏହି ଅବସର ରେ ବିଭିନ୍ନ ଆପାତ କାଳୀନ ଅବସ୍ଥା ରେ ସ୍ଵୟଂକ୍ରିୟ ଭାବେ ରେଳ ଗାଡିକୁ ସୁରକ୍ଷିତ ଦୁରତ୍ଵ ରେ ଅଟକାଇ ଏହି ବ୍ୟବସ୍ଥା ର ପରୀକ୍ଷଣ କରାଯାଇଥିଲା।

Picture Source: India Today

]]>
2525
ମୋଦୀଙ୍କ କୂଟନୀତିର ସଫଳତା: ଭାରତୀୟଙ୍କୁ ସ୍ଥାନାନ୍ତର କରିବାକୁ ସାମୟିକ ଯୁଦ୍ଧ ବନ୍ଦ https://xn--ohcef7hqc8d.xn--3hcrj9c/%e0%ac%ae%e0%ad%8b%e0%ac%a6%e0%ad%80%e0%ac%99%e0%ad%8d%e0%ac%95-%e0%ac%95%e0%ad%82%e0%ac%9f%e0%ac%a8%e0%ad%80%e0%ac%a4%e0%ac%bf%e0%ac%b0-%e0%ac%b8%e0%ac%ab%e0%ac%b3%e0%ac%a4%e0%ac%be-%e0%ac%ad/ Fri, 04 Mar 2022 05:33:12 +0000 https://xn--ohcef7hqc8d.xn--3hcrj9c/?p=2471 ନୂଆଦିଲ୍ଲୀ, ୪/୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବନ୍ଧୁତ୍ଵ ଓ ମୋଦୀଙ୍କ ସଫଳ କୂଟନୀତି ପୁଣି ଥରେ ଭାରତକୁ ଆଶ୍ଵସ୍ତ କରିଛି । ସମ୍ପ୍ରତି ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲୁଥିବା ଘମାଘୋଟ ଯୁଦ୍ଧ ମଧ୍ୟରେ ବହୁ ଭାରତୀୟ ୟୁକ୍ରେନର ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି । ଭାରତ ସରକାର ସେମାନଙ୍କୁ ସେଠାରୁ ସୁରକ୍ଷିତ ନିଷ୍କାସିତ କରିବାକୁ କଠିନ ଉଦ୍ୟମ ଜାରି ରଖିଛନ୍ତି । ଇତି ମଧ୍ୟରେ ସରକାର ବିଭିନ୍ନ ବେସାମରିକ ବିମାନ ଓ ଭାରତୀୟ ବାୟୁସେନାର ବିମାନ ଗୁଡିକୁ ନିୟୋଜିତ କରିଛନ୍ତି । ଭାରତ ସରକାରଙ୍କ ତରଫରୁ ୪ ଜଣ କେନ୍ଦ୍ର ମନ୍ତ୍ରୀ ୟୁକ୍ରେନର ବିଭିନ୍ନ ପଡୋଶୀ ରାଷ୍ଟ୍ର ଯାଇ ସେଠାରୁ ଫସିଥିବା ଭାରତୀୟ ମାନଙ୍କୁ ଫେରାଇଆଣିବା ନିମନ୍ତେ ଉଦ୍ୟମ ଜାରିରଖିଛନ୍ତି ।

ଇତିମଧ୍ୟରେ ଭାରତୀୟ ମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ୟୁକ୍ରେନରେ ଅଟକି ରହିଥିବା ଭାରତୀୟଙ୍କୁ ରୁଷ ଦେଇ ଭାରତ ପ୍ରତ୍ୟାବର୍ତ୍ତନ ନିମନ୍ତେ ମୋଦୀ ପୁଟିନଙ୍କ ସହଯୋଗ କାମନା କରିଥିଲେ । ଫଳ ସ୍ୱରୂପ ରୁଷ ସେନା ଭାରତୀୟ ମାନଙ୍କ ନିମନ୍ତେ ଏକ ସୁରକ୍ଷିତ ମାର୍ଗ (କରିଡୋର) ପ୍ରଦାନ କରିଥିଲେ ଓ ଖାରକିଭ ଅଞ୍ଚଳରେ ସାମୟିକ ଯୁଦ୍ଧ ବିରତି କରାଯାଇଥିଲା । ଭାରତୀୟ ମାନଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ରୁଷ ପକ୍ଷରୁ ଶତାଧିକ ବସ ର ବ୍ୟବସ୍ଥା କରାଯାଇଥିଲା ।

]]>
2471
ବିକ୍ରମାଦିତ୍ୟଙ୍କୁ ଗୁରୁ ଦାୟିତ୍ୱ: ୟୁକ୍ରେନରୁ ଓଡ଼ିଆଙ୍କୁ ଫେରେଇ ଆଣିବା ପାଇଁ ସରକାରଙ୍କ ୪ ସ୍ୱତନ୍ତ୍ର ପ୍ରତିନିଧି https://xn--ohcef7hqc8d.xn--3hcrj9c/%e0%ac%ac%e0%ac%bf%e0%ac%95%e0%ad%8d%e0%ac%b0%e0%ac%ae%e0%ac%be%e0%ac%a6%e0%ac%bf%e0%ac%a4%e0%ad%8d%e0%ad%9f%e0%ac%99%e0%ad%8d%e0%ac%95%e0%ad%81-%e0%ac%97%e0%ad%81%e0%ac%b0%e0%ad%81-%e0%ac%a6%e0%ac%be/ Fri, 04 Mar 2022 01:22:52 +0000 https://xn--ohcef7hqc8d.xn--3hcrj9c/?p=2450 ଭୁବନେଶ୍ୱର, ୩/୩: ୟୁକ୍ରେନ ରେ ଫସି ରହିଥିବା ଓଡ଼ିଆ ଛାତ୍ର ଛାତ୍ରୀ ମାନଙ୍କୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ନିମନ୍ତେ ୪ ଜଣ ସ୍ୱତନ୍ତ୍ର ପ୍ରତିନିଧିଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି । କିଟ୍‌ ଓ କିସ୍‌ ର ଉପସଭାପତି(ବିଦେଶ ସମ୍ପର୍କ) ଶ୍ରୀ ବିକ୍ରମାଦିତ୍ୟଙ୍କୁ ପୋଲାଣ୍ଡ ସହ ସମଗ୍ର ସମନ୍ଵୟ ଦାୟିତ୍ୱ ଦିଆଯିବା ସହିତ ଜାତିସଂଘରେ ଶରଣାର୍ଥୀ ବ୍ୟାପାର ବିଭାଗ ର ବରିଷ୍ଠ ଅଧିକାରୀ ଆରୁଷି ରଏଙ୍କୁ ହଙ୍ଗେରୀ ଦାୟିତ୍ୱ ଦେଇଛନ୍ତି ସରକାର ।

Screenshot 20220304 053229

ରୋମରେ ଅବସ୍ଥାପିତ ଜାତିସଂଘ ପଲିସି ଅଫିସର ବୈଶାଳୀ ମହାନ୍ତିଙ୍କୁ ରୋମାନିଆ ଓ ଶ୍ରୀ ଅନୁରାଗ ପଟ୍ଟନାୟକଙ୍କୁ ସ୍ଲୋଭାକିଆ ପାଇଁ ମନୋନୀତ କରାଯାଇଛି । ଯୁଦ୍ଧ ପାଇଁ ଫସିରହିଥିବା ଓଡ଼ିଆଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଦିଗରେ ସେମାନେ ଆବାସିକ କମିଶନରଙ୍କ ସହ ସମନ୍ଵୟ ରକ୍ଷା କରି କାର୍ଯ୍ୟ କରିବେ । ଓଡିଶା ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଫଟୋ: ଶ୍ରୀ ବିକ୍ରମାଦିତ୍ୟଙ୍କ ଫେସବୁକରୁ ସଂଗୃହିତ

]]>
2450
ଶୁକ୍ରବାର କାହିଁକି ରବିବାର ଅପେକ୍ଷା ଭଲ ବିବେଚନା କରାଯାଏ, ଏହାର ଗୁରୁତ୍ୱ ଏବଂ ଚମତ୍କାର ପ୍ରତିକାର ଜାଣନ୍ତୁ https://xn--ohcef7hqc8d.xn--3hcrj9c/%e0%ac%b6%e0%ad%81%e0%ac%95%e0%ad%8d%e0%ac%b0%e0%ac%ac%e0%ac%be%e0%ac%b0-%e0%ac%95%e0%ac%be%e0%ac%b9%e0%ac%bf%e0%ac%81%e0%ac%95%e0%ac%bf-%e0%ac%b0%e0%ac%ac%e0%ac%bf%e0%ac%ac%e0%ac%be%e0%ac%b0/ Thu, 03 Mar 2022 17:44:28 +0000 https://xn--ohcef7hqc8d.xn--3hcrj9c/?p=2432 ସନାତନ ପରମ୍ପରାରେ ସପ୍ତାହର ସାତ ଦିନ କିଛି ଦେବତା କିମ୍ବା ଗ୍ରହର ଉପାସନା ପାଇଁ ଉତ୍ସର୍ଗୀକୃତ | ଏଥିମଧ୍ୟରେ, ଶୁକ୍ରବାରକୁ ସର୍ବୋତ୍ତମ ବୋଲି କାହିଁକି କୁହାଯାଏ ଏବଂ ଶୁଭଫଳ ଏବଂ ଶୁଭଫଳ ପାଇବା ପାଇଁ ଏହି ଦିନ କ’ଣ ପଦକ୍ଷେପ ନିଆଯାଏ, ଜାଣିବା ପାଇଁ ନିଶ୍ଚିତ ଭାବରେ ଏହି ଆର୍ଟିକିଲ୍ ପଢନ୍ତୁ |

ଶୁକ୍ରଙ୍କୁ ଖୁସି କରିବାର ସରଳ ଓ ପ୍ରଭାବୀ ଉପାୟ

ପଞ୍ଚଙ୍ଗ ଅନୁଯାୟୀ, ସପ୍ତାହର ସାତ ଦିନ ମଧ୍ୟରୁ ଶୁକ୍ରବାର ରବିବାର ଅପେକ୍ଷା ଭଲ ବୋଲି ବିବେଚନା କରାଯାଏ। ଯଦି ଆକାଶରେ କୌଣସି ଉଜ୍ଜ୍ୱଳ ତାରା ଅଛି, ତେବେ ଏହା ଶୁକ୍ର ଅଟେ । ଧାର୍ମିକ ଦୃଷ୍ଟିକୋଣରୁ, ତେଜର ପ୍ରତୀକ ଶୁକ୍ରବାରର ମହତ୍ଵ ରହିଛି । ମାନ୍ୟତା ଅଛି ଯେ ଶୁକ୍ର ଦୈତ୍ୟଙ୍କ ଗୁରୁ ହେଲେ ମଧ୍ୟ ଶ୍ରେଷ୍ଠ ବୋଲି ବିବେଚନା କରାଯାଏ । ସେ ସଞ୍ଜୀବନୀ ବିଦ୍ୟାରେ ଜଣେ ବିଶେଷଜ୍ଞ । ସେ ମଧ୍ୟ ଭୂତମାନଙ୍କର ଗୁରୁ ହେବାକୁ ଗ୍ରହଣ କଲେ କାରଣ ଭୂତମାନେ ଦେବତାମାନଙ୍କ ପରି ଯୁଦ୍ଧରେ ପଳାୟନ କଲେ ନାହିଁ । ଶୁକ୍ରଙ୍କ ଶ୍ରେଷ୍ଠତା ହେତୁ ଦେବଗୁରୁ ବୃହଷ୍ପତି ତାଙ୍କ ପୁତ୍ରଙ୍କୁ ସଞ୍ଜୀବନୀ ବିଦ୍ୟା ଶିକ୍ଷା କରିବାକୁ ପଠାଇଥିଲେ। ଆସନ୍ତୁ ଶୁକ୍ରଙ୍କ ସହିତ ଜଡିତ ସରଳ ଏବଂ ପ୍ରଭାବଶାଳୀ ପ୍ରତିକାର ବିଷୟରେ ବିସ୍ତୃତ ଭାବରେ ଜାଣିବା, ଯାହା ସୁଖ, ଧନ ଏବଂ ଭାଗ୍ୟ ପ୍ରଦାନ କରେ ।

ଶୁକ୍ର ଜୀବନସାଥୀ, ପ୍ରେମ, ବିବାହ, ବିଳାସପୂର୍ଣ୍ଣତା, ସମୃଦ୍ଧତା, ସୁଖ, ସମସ୍ତ ଯାନ, କଳା, ନୃତ୍ୟ, ସଙ୍ଗୀତ, ଅଭିନୟ, ଉତ୍ସାହ ଏବଂ କାର୍ଯ୍ୟକୁ ସୂଚିତ କରେ | ଶୁକ୍ରଙ୍କ ସଂଯୋଗ ହେତୁ ଲୋକମାନେ ସେମାନଙ୍କର ଇନ୍ଦ୍ରିୟ ଉପରେ ନିୟନ୍ତ୍ରଣ ପାଆନ୍ତି ଏବଂ ନାମ ଏବଂ ଖ୍ୟାତି ପାଇବାକୁ ଯୋଗ୍ୟ ହୁଅନ୍ତି | ଶୁକ୍ରର ପାର୍ଶ୍ୱ ପ୍ରତିକ୍ରିୟାରେ ଚକ୍ଷୁ ରୋଗ, ଯୌନ ସମସ୍ୟା, ଅଦୃଶ୍ୟତା, ବ୍ରଣ, ଶକ୍ତିହୀନତା, ଭୋକ ନଷ୍ଟ ହେବା ଏବଂ ଚର୍ମରେ ଚର୍ମରୋଗ ହୋଇପାରେ ।

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହକୁ ଧନ, ଅପାରଗତା ଏବଂ ସମସ୍ତ ଭୋଗର କାରଣ ଭାବରେ ବିବେଚନା କରାଯାଇଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶୁକ୍ର ବୃଷ ଏବଂ ତୁଳା ରାଶି ର ପ୍ରଭୁ ଅଟନ୍ତି । ଶୁକ୍ରଙ୍କ ସହ ଜଡିତ ଦୁଖଃ, କଷ୍ଟ ଓ ବାଧାବିଘ୍ନ ର ପ୍ରତିକାର କରିବା ଏବଂ ତାଙ୍କର ଶୁଭାଶିଷ ପାଇବା ପାଇଁ ଧନ ଦେବୀ ଲକ୍ଷ୍ମୀଙ୍କୁ ବିଶେଷ ଉପାସନା କରାଯିବା ଉଚିତ୍ । ଏହା ସହିତ ଶୁକ୍ରଙ୍କ ଆଶୀର୍ବାଦ ପାଇବା ପାଇଁ ଏହାର ତାନ୍ତ୍ରିକ ମନ୍ତ୍ର ‘ଓଁ ଦ୍ରାଂ ଦ୍ରୀଂ ଦ୍ରୌଂ ସଃ ଶୁକ୍ରାୟ ନମଃ’ ଦୈନିକ ୧୦୮ ଥର ଜପ କରାଯିବା ଉଚିତ୍ । ସେହିଭଳି ଶୁକ୍ରଙ୍କ ଶୁଭକାମନା ପାଇବା ପାଇଁ ଶୁକ୍ରବାର ଦିନ ନିୟମିତ ଉପବାସ କରିବା ଉଚିତ୍ ।

]]>
2432
ରାଜଗାଙ୍ଗପୁର ରେ ଭାଜପାର ପ୍ରସ୍ତୁତି ବୈଠକ https://xn--ohcef7hqc8d.xn--3hcrj9c/%e0%ac%b0%e0%ac%be%e0%ac%9c%e0%ac%97%e0%ac%be%e0%ac%99%e0%ad%8d%e0%ac%97%e0%ac%aa%e0%ad%81%e0%ac%b0-%e0%ac%b0%e0%ad%87-%e0%ac%ad%e0%ac%be%e0%ac%9c%e0%ac%aa%e0%ac%be%e0%ac%b0-%e0%ac%aa%e0%ad%8d/ Thu, 03 Mar 2022 15:50:04 +0000 https://xn--ohcef7hqc8d.xn--3hcrj9c/?p=2426 ରାଜଗାଙ୍ଗପୁର, ୩/୩: ଆଜି ରାଜଗାଙ୍ଗପୁର ମାରୱାଡି ଧର୍ମଶାଳା ଠାରେ ଭାରତୀୟ ଜନତା ପାର୍ଟି ତରଫରୁ ଆଗାମୀ ପୌର ନିର୍ବାଚନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ସୁନ୍ଦରଗଡ ଲୋକସଭା ସାଂସଦ ଶ୍ରୀଯୁକ୍ତ ଜୁଏଲ ଓରାମ ଯୋଗଦେଇ ଆଗାମୀ ପୌର ନିର୍ବାଚନରେ ସଫଳ ହେବାର ମନ୍ତ୍ର କର୍ମୀ ମାନଙ୍କୁ ଦେଇଥିଲେ ।

IMG 20220303 WA0012

ରାଜଗାଙ୍ଗପୁର ଭାଜପା ର ପୁରୁଣା ଗଡ଼ ହୋଇଥିବାରୁ ଏଠାରେ ଦଳର ସଂଘଠନ ମଜବୁତ ଅଛି ଓ ସମସ୍ତଙ୍କୁ ସାଙ୍ଗରେ ନେଇ ଆସୁଥିବା ପୌର ନିର୍ବାଚନକୁ ଯିବାକୁ ଶ୍ରୀଯୁକ୍ତ ଓରାମ ଆହ୍ୱାନ ଦେଇଥିଲେ ।

IMG 20220303 WA0016

ଏହି ବୈଠକ ରେ ବରିଷ୍ଠ ନେତା ଶ୍ରୀ ଉପେନ୍ଦ୍ର ପ୍ରଧାନ, ଗତ ଥର ରାଜଗାଙ୍ଗପୁରରୁ ଭାଜପା ବିଧାୟକ ପ୍ରାର୍ଥୀ ଥିବା ଶ୍ରୀ ନରସିଂହ ମିଞ୍ଜ, ବରିଷ୍ଠ ନେତା ଶ୍ରୀ କୁଲଦୀପ ସିଂ, ଶ୍ରୀ ମହେନ୍ଦ୍ର ମାଝୀ, ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଶ୍ରୀ ବଟ କିଶୋର ମିଶ୍ର, ମଣ୍ଡଳ ସଭାପତି ଶ୍ରୀ ଶଙ୍କର ସିଂ, ଶ୍ରୀମତୀ ଶସିରେଖା ସମାଲ, ଶ୍ରୀମତୀ ମଧୁସ୍ମିତା ରାଉତ, ଶ୍ରୀମତୀ ସୁଭଦ୍ରା ରାଉତ ତଥା ଅନ୍ୟ ବରିଷ୍ଠ ନେତା ଓ ବହୁ କର୍ମୀ ଯୋଗଦେଇଥିଲେ ।

]]>
2426
ୟୁପିରେ ଷଷ୍ଠ ପର୍ଯ୍ୟାୟ ମତଦାନ ଶେଷ; ଇଭିଏମ ରେ ଯୋଗୀଙ୍କ ଭାଗ୍ୟ https://xn--ohcef7hqc8d.xn--3hcrj9c/%e0%ad%9f%e0%ad%81%e0%ac%aa%e0%ac%bf%e0%ac%b0%e0%ad%87-%e0%ac%b7%e0%ac%b7%e0%ad%8d%e0%ac%a0-%e0%ac%aa%e0%ac%b0%e0%ad%8d%e0%ac%af%e0%ad%8d%e0%ad%9f%e0%ac%be%e0%ad%9f-%e0%ac%ae%e0%ac%a4%e0%ac%a6/ Thu, 03 Mar 2022 14:48:08 +0000 https://xn--ohcef7hqc8d.xn--3hcrj9c/?p=2414 ଲକ୍ଷ୍ନୌ, ୩/୩: ଗୁରୁବାର ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ୫୫ ପ୍ରତିଶତରୁ ଅଧିକ ଭୋଟ୍ ରେକର୍ଡ କରାଯାଇଛି। ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ଗୋରଖପୁରରୁ ତାଙ୍କର ପ୍ରଥମ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଛନ୍ତି। ଅପରାହ୍ନ ୬ ଟା ପର୍ଯ୍ୟନ୍ତ ୫୭ ଟି ୟୁପି ନିର୍ବାଚନମଣ୍ଡଳୀରେ ହାରାହାରି ମତଦାନ ୫୫.୮ ପ୍ରତିଶତ ରେକର୍ଡ ହୋଇଛି ଯାହା ଆଜି ବିଧାନସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଭୋଟ୍ ଦେଉଛି। ରାଜ୍ୟର ମୋଟ ୪୦୩ ଟି ବିଧାନସଭା ଆସନ ମଧ୍ୟରୁ ୨୯୨ ଆସନରେ ମତଦାନ ଶେଷ ହୋଇଛି । ବର୍ତ୍ତମାନ ପୂର୍ବାଞ୍ଚଲ ର ୧୧୧ ଆସନ ଉପରେ ସମସ୍ତଙ୍କ ନଜର ରହିଛି ।

ଫଟୋ: https://economictimes.indiatimes.com/

]]>
2414
ଭାରତୀୟଙ୍କୁ ନେଇ ଫେରିଲା ବାୟୁସେନା ବିମାନ https://xn--ohcef7hqc8d.xn--3hcrj9c/%e0%ac%ad%e0%ac%be%e0%ac%b0%e0%ac%a4%e0%ad%80%e0%ad%9f%e0%ac%99%e0%ad%8d%e0%ac%95%e0%ad%81-%e0%ac%a8%e0%ad%87%e0%ac%87-%e0%ac%ab%e0%ad%87%e0%ac%b0%e0%ac%bf%e0%ac%b2%e0%ac%be-%e0%ac%ac%e0%ac%be/ Thu, 03 Mar 2022 14:25:07 +0000 https://xn--ohcef7hqc8d.xn--3hcrj9c/?p=2405 ନୂଆଦିଲ୍ଲୀ, ୩/୩: ୟୁକ୍ରେନରୁ ଭାରତୀୟ ଛାତ୍ରଙ୍କୁ ଆଣିବାକୁ ଭରାତ ସରକାରଙ୍କ ତରଫରୁ ଭାରତୀୟ ବାୟୁସେନାକୁ ନିୟୋଜିତ କରାଯାଇଛି । ଏହି କ୍ରମରେ ଭାରତୀୟ ବାୟୁସେନାର ଚାରିଗୋଟି ସି-୧୭ ବିମାନ ନିୟୋଜିତ ହୋଇଅଛି । ରୋମାନିଆ, ହଙ୍ଗେରୀ ଓ ପୋଲାଣ୍ଡ ରୁ ମୋଟ ୭୯୮ ଜଣ ଭାରତୀୟଙ୍କୁ ନେଇ ଏହି ବିମାନ ପ୍ରତ୍ୟାବର୍ତ୍ତନ କରିଛି ।

ଭାରତୀୟ ମାନଙ୍କୁ ୟୁକ୍ରେନରୁ ଖାଲି କରରେଇବା ପାଇଁ ଭାରତ ସରକାର କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ହରଦୀପ ସିଂ ପୁରୀ, କିରେନ ରିଜିଜୁ ଏବଂ ଜେନେରାଲ(ରିଟାୟାର୍ଡ) ଭି.କେ. ସିଂ ଙ୍କୁ ୟୁକ୍ରେନର ପଡୋଶୀ ଦେଶ ମାନଙ୍କ ଗସ୍ତରେ ପଠାଇଛନ୍ତି । ଶ୍ରୀ ସିନ୍ଧିଆ ରୋମାନିଆ ଏବଂ ମଲଡୋଭାରେ, ସ୍ଲୋଭାକିଆରେ ଶ୍ରୀ କିରେନ ରିଜିଜୁ, ହଙ୍ଗେରୀରେ ହରଦୀପ ସିଂ ପୁରୀ ଏବଂ ପୋଲାଣ୍ଡରେ ଜେନେରାଲ(ରିଟାୟାର୍ଡ) ଭି.କେ. ସିଂ କାର୍ଯ୍ୟ ପରିଚାଳନା କରିବେ | ସରକାରୀ ସୂତ୍ରରୁ ପ୍ରକାଶ ଯେ ୟୁକ୍ରେନରୁ ବାହାରିବା ଭାରତର ସର୍ବୋଚ୍ଚ ପ୍ରାଥମିକତା ।

]]>
2405
ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାଫଳ https://xn--ohcef7hqc8d.xn--3hcrj9c/%e0%ac%b0%e0%ac%be%e0%ac%9c%e0%ad%8d%e0%ad%9f-%e0%ac%a4%e0%ad%8d%e0%ac%b0%e0%ad%80%e0%ac%b8%e0%ad%8d%e0%ac%a4%e0%ac%b0%e0%ad%80%e0%ad%9f-%e0%ac%aa%e0%ac%9e%e0%ad%8d%e0%ac%9a%e0%ac%be%e0%ad%9f%e0%ac%a4/ Wed, 02 Mar 2022 05:18:24 +0000 https://xn--ohcef7hqc8d.xn--3hcrj9c/?p=2338 ଭୁବନେଶ୍ବର, ୨/୩: ରାଜ୍ୟରେ ଅନୁଷ୍ଠିତ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଜିଲ୍ଲା ୱାରୀ ଫଳାଫଳ।

ଜିଲାମୋଟ ଜୋନ୍ବିଜେଡ଼ିବିଜେପିକଂଗ୍ରେସସ୍ବାଧୀନଅନ୍ୟାନ୍ୟ
ଅନୁଗୋଳ୨୮୨୭
ବାଲେଶ୍ବର୪୫୩୯
ବରଗଡ଼୩୩୨୬
ଭଦ୍ରକ୨୮୨୮
ବଲାଙ୍ଗୀର୩୪୨୬
ବୌଦ୍ଧ
କଟକ୪୬୪୫
ଦେବଗଡ଼
ଢ଼େଙ୍କାନାଳ୨୭୨୬
ଗଜପତି୧୪୧୧
ଗଞ୍ଜାମ୬୯୬୭
ଜଗତସିଂହପୁର୨୬୨୫
ଯାଜପୁର୩୯୩୯
ଝାରସୁଗୁଡା
କଳାହାଣ୍ଡି୩୬୩୩
କନ୍ଧମାଳ୧୮୧୩
କେନ୍ଦ୍ରାପଡା୩୨୩୧
କେନ୍ଦୁଝର୩୬୩୩
ଖୋର୍ଦ୍ଧା୩୦୨୮
କୋରାପୁଟ୨୯୧୬୧୨
ମାଲକାନଗିରି୧୫୧୨
ମୟୂରଭଞ୍ଜ୫୬୫୩
ନବରଙ୍ଗପୁର୨୬୨୪
ନୟାଗଡ୨୪୨୨
ନୂଆପଡା୧୪୧୨
ପୁରୀ୩୩୩୦
ରାୟଗଡା୨୨୧୬
ସମ୍ବଲପୁର୧୮୧୬
ସୁବର୍ଣ୍ଣପୁର୧୩୧୧
ସୁନ୍ଦରଗଡ଼୩୫୩୩
ମୋଟ୮୫୧୭୬୫୪୨୩୭
]]>
2338
ଭାକ୍ୟୁମ ବମ କ’ଣ? https://xn--ohcef7hqc8d.xn--3hcrj9c/%e0%ac%ad%e0%ac%be%e0%ac%95%e0%ad%8d%e0%ad%9f%e0%ad%81%e0%ac%ae-%e0%ac%ac%e0%ac%ae-%e0%ac%95%e0%ac%a3/ Wed, 02 Mar 2022 04:28:56 +0000 https://xn--ohcef7hqc8d.xn--3hcrj9c/?p=2329 ]]> 2329