ସିଙ୍ଗାପୁରର ପ୍ରଥମ ଓମିକ୍ରନ୍ ସମ୍ବନ୍ଧୀୟ ମୃତ୍ୟୁ

ନୂଆଦିଲ୍ଲୀ: ଓମିକ୍ରନ୍ ଦ୍ଵାରା ସଂକ୍ରମିତ ଜଣେ ୯୨ ବର୍ଷ ବୟସ୍କା ମହିଳା ସିଙ୍ଗାପୁରରେ ମୃତ୍ୟୁ ବରଣ କରିଛନ୍ତି, ଯାହା ତାଙ୍କ ଦେଶର ପ୍ରଥମ ମୃତ୍ୟୁ ଓ ଦେଶରେ ଚିନ୍ତାର କାରଣ ପାଲଟିଛି। ଶନିବାର ଦିନ ସିଙ୍ଗାପୁର ଏହାର ପ୍ରଥମ ଓମିକ୍ରନ୍ ସମ୍ବନ୍ଧୀୟ ମୃତ୍ୟୁ ବିଷୟରେ ଜଣାଇଛି, ଜଣେ ୯୨ ବର୍ଷ ବୟସ୍କା ଅଣ-ଟୀକାକୃତ ମହିଳା ଜଣକଙ୍କ ପରିବାର ସଦସ୍ୟଙ୍କଠାରୁ ଏହି ଜୀବାଣୁ ଦ୍ଵାରା ସଂକ୍ରମିତ ହୋଇଥିଲେ। ମହିଳା ଜଣକଙ୍କ ଟୀକାକରଣ ହୋଇନଥିଲା ଏବଂ ତାଙ୍କର କୌଣସି ଚିକିତ୍ସାଗତ ଇତିହାସ ନଥିଲା ବୋଲି ଜଣାଯାଇଛି।

କୌଣସି ମତାମତ ଉପଲବ୍ଧ ନାହିଁ

Leave a ReplyCancel reply