Home ତାଜା ଖବର ଆଇସିୟୁରେ ବିଧାୟକ ପ୍ରଶାନ୍ତ ଜଗଦେବ

ଆଇସିୟୁରେ ବିଧାୟକ ପ୍ରଶାନ୍ତ ଜଗଦେବ

ଆଇସିୟୁରେ ବିଧାୟକ ପ୍ରଶାନ୍ତ ଜଗଦେବ

ଭୁବନେଶ୍ଵର ,୧୨।୩  ଲୋକଙ୍କ ମାଡ଼ରେ ଲହୁଲୁହାଣ ହୋଇଥିବା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।  ପ୍ରଶାନ୍ତ ଏକ ଘରୋଇରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ଲୋକଙ୍କ ମାଡ଼ରେ ଜଗଦେବଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।