ଜଗନ୍ନାଥ ତାଜା ଖବର ସାଧାରଣ ଆଜି ଠୁ ଚାଚେରୀ ବେଶରେ ମହାପ୍ରଭୁ କଳିଙ୍ଗ.ଭାରତ ଖବର ତନ୍ତ୍ର - March 13, 2022 0 ପୁରୀ,୧୩/୩: ଫାଲଗୁନ ଶୁକ୍ଲ ଦଶମୀଠାରୁ ପୂର୍ଣ୍ଣିମା ଯାଏ ଆନନ୍ଦ, ଉଲ୍ଲାସ ଭରା ଦୋଳ ଉତ୍ସବ ଅବସରରେ ଦିଅଁମାନେ ନାଲିରଙ୍ଗର ପାଟବସ୍ତ୍ର ପିନ୍ଧନ୍ତି । ଏହା ଚାଚେରୀ ବେଶ ନାମରେ ପରିଚିତ । ଭକ୍ତମାନେ ଏହି ବେଶରେ ଅଧିକ ଆନନ୍ଦ ପାଇଥାନ୍ତି।