Home କୋଭିଡ କ୍ରମାଗତ ଦ୍ଵିତୀୟ ଦିନଲାଗି ରାଜ୍ୟରେ କରୋନା ସଂକ୍ରମଣ ନିମ୍ନଗାମୀ

କ୍ରମାଗତ ଦ୍ଵିତୀୟ ଦିନଲାଗି ରାଜ୍ୟରେ କରୋନା ସଂକ୍ରମଣ ନିମ୍ନଗାମୀ

କ୍ରମାଗତ ଦ୍ଵିତୀୟ ଦିନଲାଗି ରାଜ୍ୟରେ କରୋନା ସଂକ୍ରମଣ ନିମ୍ନଗାମୀ

ଭୁବନେଶ୍ବର: ରାଜ୍ୟବାସୀଙ୍କ ପାଈଁ ଶନିବାର ଏକ ଅସ୍ବସ୍ତିକର ଖବର ଆସିଛି ଯେ କ୍ରମାଗତ ଦ୍ଵିତୀୟରେ ନୂଆ ଆକ୍ରାନ୍ତଙ୍କ ତୁଳନାରେ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି। ଶନିବାର ସୁଦ୍ଧା ରାଜ୍ୟରେ ମୋଟ ୧୧୩୪୪ଜଣ କରୋନାରୁ ସୁସ୍ଥ ହୋଇଥାବାବେଳେ ଆଜି ପର୍ଯ୍ୟନ୍ତ ମୋଟ ୧୧,୧୦,୭୬୭ ରୋଗୀ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ଵସ୍ଥ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ଖୋର୍ଦ୍ଧାରୁ ସର୍ବାଧିକ ୩,୧୬୬ଜଣ ସୁସ୍ଥ ସୋଇଥିବାବେଳେ ପୁରୀ ଜିଲ୍ଲାରୁ ୨୬୯ଜଣ ସୁସ୍ଥ କରୋନା ରୋଗୀ ସୁସ୍ଥ ହୋଇଛନ୍ତି।