Home ତାଜା ଖବର ମନ୍ତ୍ରୀ ଅରୁଣ ସାହୁଙ୍କ ଭୁବନେଶ୍ୱର ବାସଭବନକୁ ଟମାଟୋ ମାଡ଼

ମନ୍ତ୍ରୀ ଅରୁଣ ସାହୁଙ୍କ ଭୁବନେଶ୍ୱର ବାସଭବନକୁ ଟମାଟୋ ମାଡ଼

ମନ୍ତ୍ରୀ ଅରୁଣ ସାହୁଙ୍କ ଭୁବନେଶ୍ୱର ବାସଭବନକୁ ଟମାଟୋ ମାଡ଼
Image source:PK Nayak

ଭୁବନେଶ୍ୱର,୧୬।୦୪ : ମନ୍ତ୍ରୀ ଅରୁଣ ସାହୁଙ୍କ ଭୁବନେଶ୍ୱର ବାସଭବନକୁ ଟମାଟୋ ମାଡ଼ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ। ଶତାଧିକ ଛାତ୍ର କଂଗ୍ରେସ କର୍ମୀ ବାସଭବନ ଘେରାଉ କରିଥିଲେ। ଫେକ୍ ସାର୍ଟିଫିକେଟରେ ଆଡମିଶନକୁ ବିରୋଧ କରି ବିକ୍ଷୋଭ କରିବା ସହିତ ସେଲ୍ଫ ଫାଇନାନ୍ସ ପାଠ୍ୟକ୍ରମରେ କଟକଣାକୁ ମଧ୍ୟ ବିରୋଧ କରିଛନ୍ତି। ଛାତ୍ର କଂଗ୍ରେସ କର୍ମୀଙ୍କ ସହିତ ପୁଲିସ ଠେଲାପେଲା କରିବା ସହିତ ମନ୍ତ୍ରୀଙ୍କ ବାସଭବନକୁ ଜଗିରହିଛନ୍ତି।