Home ତାଜା ଖବର ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ସରକାରୀ ବାସଭବନ ଘେରାଉ କଲେ ସୁର

ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ସରକାରୀ ବାସଭବନ ଘେରାଉ କଲେ ସୁର

ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ସରକାରୀ ବାସଭବନ ଘେରାଉ କଲେ ସୁର
Image source:Diptimaye

ଭୁବନେଶ୍ୱର,୨୩/୪ : ଆଜି ସକାଳୁ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ସରକାରୀ ବାସଭବନ ଘେରାଉ ଯାଇଛି।  ବାସଭବନ ଘେରିଲେ ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଉଦୟନଗର ବାସିନ୍ଦା।  ଜଟଣୀ ବିଧାୟକ ସୁର ରାଉତରାୟଙ୍କ ନେତୃତ୍ୱରେ ବାସଭବନ ଘେରାଉ କରି ବସିଛନ୍ତି ଲୋକେ।  ବେଆଇନ୍ ଭାବେ ସରକାର ସେମାନଙ୍କ ଘର ଭାଙ୍ଗୁଥିବା ଅଭିଯୋଗ କରି ଘେରାଉ କରାଯାଉଛି।