ଜଗନ୍ନାଥ ଜାତୀୟ ତାଜା ଖବର ପୁରୀ ସାଧାରଣ ୧୯ରେ ମହାପ୍ରଭୁଙ୍କ ଦର୍ଶନ କରିବେ ରାଷ୍ଟ୍ରପତି କଳିଙ୍ଗ.ଭାରତ ଖବର ତନ୍ତ୍ର - February 8, 2022 0 ପୁରୀ,୮।୨ ପୁରୀ ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆସନ୍ତା ୧୯ରେ ମହାପ୍ରଭୁଙ୍କ ଦର୍ଶନ କରିବେ । ଏହା ସହିତ ପୁରୀ ରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗ ଦେବେ ବୋଲି ସୂଚନା ମିଳିଛି। ୨୦ରେ ଫେରିଯିବାର ସ୍ତିର ହୋଇଛି।