ଦୁର୍ଘଟଣା ନିରୋଧୀ ବ୍ୟବସ୍ଥା ପରୀକ୍ଷା କଲେ ରେଳ ମନ୍ତ୍ରୀ

ନୂଆଦିଲ୍ଲୀ, ୪/୩: ଆଜି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ହାଇଦ୍ରାବାଦ ନିକଟରେ ରେଳ ଦୁର୍ଘଟଣା ନିରୋଧୀ କବଚ- ସ୍ଵୟଂକ୍ରିୟ ରେଳ ସୁରକ୍ଷା ପ୍ରଯୁକ୍ତି ର ସଫଳ ପରୀକ୍ଷଣ କରିଥିଲେ ଏହି ଅବସର ରେ ବିଭିନ୍ନ ଆପାତ କାଳୀନ ଅବସ୍ଥା ରେ ସ୍ଵୟଂକ୍ରିୟ ଭାବେ ରେଳ ଗାଡିକୁ ସୁରକ୍ଷିତ ଦୁରତ୍ଵ ରେ ଅଟକାଇ ଏହି ବ୍ୟବସ୍ଥା ର ପରୀକ୍ଷଣ କରାଯାଇଥିଲା।

-Advertisement-

Picture Source: India Today

-Advertisement-