ଭୁବନେଶ୍ଵର, ୩।୨: ରାଜ୍ୟରେ ଆସନ୍ତା ୭ ତାରିଖରୁ ଖୋଲିବ ସ୍କୁଲ ଓ କଲେଜ। ୭ରୁ ଅଷ୍ଟମ ରୁ ସମସ୍ତ ଉପର ଶ୍ରେଣୀର ସବୁ ଶିକ୍ଷାନୁଷ୍ଠାନ ଖୋଲିବ। ଫେବୃୟାରୀ ୧୪ରୁ କେଜିରୁ ସପ୍ତମ ଶ୍ରେଣୀ ଖୋଲିବ । କୋଭିଡ ସ୍ଥିତି ସମୀକ୍ଷା ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ଉଭୟ ଅନଲାଇନ ଓ ଅଫଲାଇନରେ ପାଠପଢା ହେବ ।
-Advertisement-
-Advertisement-